অর্থ : ଯାହା ମନକୁ ଆକୃଷ୍ଟ କରେ
							উদাহরণ : 
							ନେହେରୁ ବିଜ୍ଞାନ ଭବନରେ ଲଗାଯାଇଥିବା ଚିତ୍ର ହୃଦୟସ୍ପର୍ଶୀ
							
সমার্থক : ଚିତ୍ତାକର୍ଷକ, ମନୋହରଣକାରୀ, ହୃଦୟଗ୍ରାହୀ
অন্য ভাষালৈ অনুবাদ :
Capturing interest as if by a spell.
Bewitching smile.অর্থ : ଭାବରେ ଭରା ବା ହୃଦୟକୁ ପ୍ରଭାବିତ କରିବାବାଲା
							উদাহরণ : 
							ସେ ଭାବପୂର୍ଣ୍ଣ କାବ୍ୟ ପଢ଼ୁଛି
							
সমার্থক : ଭାବନାତ୍ମକ, ଭାବନାପୂର୍ଣ୍ଣ, ଭାବପୂର୍ଣ୍ଣ, ଭାବାତ୍ମକ, ମାର୍ମିକ
অন্য ভাষালৈ অনুবাদ :
भाव से भरा हुआ या हृदय को प्रभावित करने वाला।
वह भावपूर्ण काव्य पढ़ रहा है।