অর্থ : ପ୍ରାୟ ପଚାଶରୁ ଷାଠିଏ ଫୁଟ ଉଚ୍ଚ ହେଉଥିବା ଏକ ଗଛ ଯାହାର ଫଳ ଔଷଧ ତିଆରିରେ ଲାଗେ
							উদাহরণ : 
							ହରିଡ଼ା ଛାଲି ଗାଢ଼ ଖଇରିଆ ରଙ୍ଗର ହୋଇଥାଏ
							
সমার্থক : ହରିତକୀ
অন্য ভাষালৈ অনুবাদ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeঅর্থ : ଅଳ୍ପ ଶାଗୁଆ ମିଶା ହଳଦିଆ ରଙ୍ଗର ଏକ ଫଳ ଯାହା ଔଷଧ କାମରେ ଆସେ
							উদাহরণ : 
							ଶୁଖିଲା କାଶରେ ହରିଡ଼ାର ବ୍ୟବହାର ହୋଇଥାଏ
							
সমার্থক : ହରିତକୀ
অন্য ভাষালৈ অনুবাদ :