অর্থ : ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ
							উদাহরণ : 
							କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି
							
সমার্থক : ଇଚ୍ଛାନୁବର୍ତ୍ତି, ସ୍ୱତନ୍ତ୍ର, ସ୍ୱାଧୀନ, ସ୍ୱେଚ୍ଛାଚାରୀ
অন্য ভাষালৈ অনুবাদ :
अपनी इच्छा के अनुसार सब काम कर सकने वाला।
कुछ लोग स्वच्छंद जीवन जीना चाहते हैं।অর্থ : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ
							উদাহরণ : 
							ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ
							
সমার্থক : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ନିରଙ୍କୁଶ, ବାଧାହୀନ, ଯଥେଚ୍ଛାଚାରୀ
অন্য ভাষালৈ অনুবাদ :
जिसके लिए कोई अंकुश या रुकावट न हो।
हिटलर एक निरंकुश शासक था।