অর্থ : ଝିଅ ଆଦି ପସନ୍ଦକରି ବିବାହ ପାଇଁ ବଚନବଦ୍ଧ କରିବା
							উদাহরণ : 
							ମୁନ୍ନାପାଇଁ ମାଆ ବାଙ୍ଗାଲୋରରେ ଝିଅଟିଏ ସ୍ଥିର କରିଛନ୍ତି
							
সমার্থক : ପକ୍କା କରିବା
অন্য ভাষালৈ অনুবাদ :
लड़की आदि को पसंद करके विवाह के लिए वचनबद्ध करना।
मुन्ना के लिए माँ ने बंगलौर में एक लड़की रोकी है।অর্থ : ନିର୍ଦ୍ଧାରିତ କରିବା
							উদাহরণ : 
							ଭେଟିବାପାଇଁ ସମୟ ସ୍ଥିର କରନ୍ତୁ
							
সমার্থক : ଥୟ କରିବା, ନିର୍ଣ୍ଣୟ କରିବା, ନିର୍ଦ୍ଧାରଣ କରିବା, ନିର୍ଦ୍ଧାରିତ କରିବା, ନିଶ୍ଚିତ କରିବା
অন্য ভাষালৈ অনুবাদ :
* निर्धारित करना।
मिलने का समय निर्धारित करें।