অর্থ : ଯାହାର ସ୍ୱଭାବ ଭଲ
							উদাহরণ : 
							ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
							
অন্য ভাষালৈ অনুবাদ :
Having or showing a kindly or tender nature.
The gentle touch of her hand.অর্থ : ଅତ୍ୟନ୍ତ ସୁନ୍ଦର
							উদাহরণ : 
							ସୀତାର ପୁଅ ସୁଚାରୁ ଓ ସୁଶୀଳ
							
সমার্থক : ଚାରୁବନ୍ତ, ଲାବଣ୍ୟବନ୍ତ, ସୁଚାରୁ
অন্য ভাষালৈ অনুবাদ :
অর্থ : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
							উদাহরণ : 
							ରାମ ଜଣେ ଭଦ୍ର ବ୍ୟକ୍ତି
							
সমার্থক : ଭଦ୍ର, ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ
অন্য ভাষালৈ অনুবাদ :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।অর্থ : ଭଲ ଚରିତ୍ର ବା ଭଲ ସ୍ୱଭାବର
							উদাহরণ : 
							ସଚରିତ୍ର ବ୍ୟକ୍ତି ହିଁ ସମାଜର ପ୍ରକୃତ କର୍ଣ୍ଣଧାର
							
সমার্থক : ଚରିତ୍ରବାନ, ଶିଷ୍ଟାଚାରୀ, ସଚ୍ଚରିତ୍ର, ସଦାଚାରୀ
অন্য ভাষালৈ অনুবাদ :
Morally excellent.
virtuousঅর্থ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
							উদাহরণ : 
							ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
							
অন্য ভাষালৈ অনুবাদ :
Having an easygoing and cheerful disposition.
Too good-natured to resent a little criticism.