অর্থ : ଯେଉଁ ସେବା ଏକ ସଂସ୍ଥା ବା କୌଣସି ଉପକରଣଠାରୁ ମିଳିଥାଏ
							উদাহরণ : 
							ଏହି ମୋବାଇଲରେ ଇଣ୍ଟରନେଟ ସୁବିଧା ରହିଛି
							
অন্য ভাষালৈ অনুবাদ :
A service that an organization or a piece of equipment offers you.
A cell phone with internet facility.অর্থ : ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ
							উদাহরণ : 
							ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି
							
সমার্থক : ସୁଗମତା
অন্য ভাষালৈ অনুবাদ :
Freedom from difficulty or hardship or effort.
He rose through the ranks with apparent ease.