অর্থ : କୌଣସି କାମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନେଇଯିବା
							উদাহরণ : 
							ଏହି କାମକୁ ସାର, ପୁଣି ଅନ୍ୟ କାମ କର
							
সমার্থক : କରିବା, ସଂପାଦିତ କରିବା
অন্য ভাষালৈ অনুবাদ :
किसी क्रिया को आरंभ से समाप्ति की ओर ले जाना।
यह काम निपटा लो, फिर दूसरा काम करना।অর্থ : କୌଣସି କାମରେ ବାକି ନ ରହିବା
							উদাহরণ : 
							ଆପଣ କଣ ଖାଇବା ସାରିଲେଣି?
							
সমার্থক : ଶେଷ କରିବା, ସମାପ୍ତ କରିବା
অন্য ভাষালৈ অনুবাদ :