অর্থ : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
উদাহরণ :
ଏଇଟି ସାଧାରଣ ଶାଢ଼ୀ ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
সমার্থক : କାମଚଳା, ମାମୁଲି, ସାଧାରଣ
অন্য ভাষালৈ অনুবাদ :
Not exceptional in any way especially in quality or ability or size or degree.
Ordinary everyday objects.