অর্থ : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
							উদাহরণ : 
							ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
							
সমার্থক : ସହଯୋଗ, ସହଯୋଗିତା ସହକାରିତା
অন্য ভাষালৈ অনুবাদ :
Joint operation or action.
Their cooperation with us was essential for the success of our mission.অর্থ : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
							উদাহরণ : 
							ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
							
সমার্থক : ଅଂଶ
অন্য ভাষালৈ অনুবাদ :
The act of sharing in the activities of a group.
The teacher tried to increase his students' engagement in class activities.