অর্থ : ଶରୀରର ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ପାଚକ ଅଗ୍ନି ନିକଟସ୍ଥ ଆମାଶୟ ଓ ଗ୍ରହଣୀରେ ରହେ
							উদাহরণ : 
							ସମାନବାୟୁର କାର୍ଯ୍ୟ ହେଉଛି ଖାଦ୍ୟ ପାଚନ କରିବା, ଅଗ୍ନିକୁ ବଳ ପ୍ରଦାନ କରିବା ତଥା ରସ,ମଳ ଓ ମୂତ୍ରକୁ ପୃଥକ କରିବା
							
সমার্থক : ସମାନବାୟୁ
অন্য ভাষালৈ অনুবাদ :
অর্থ : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
							উদাহরণ : 
							ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
							
সমার্থক : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ, ତୁଲ୍ୟ, ସଦୃଶ, ସମ, ସମତୁଲ୍ୟ, ସମସରିସା
অন্য ভাষালৈ অনুবাদ :
Closely similar or comparable in kind or quality or quantity or degree.
Curtains the same color as the walls.