অর্থ : ସଫେଦା ଆମ୍ବର ଗଛ
							উদাহরণ : 
							ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
							
সমার্থক : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
অন্য ভাষালৈ অনুবাদ :
Large evergreen tropical tree cultivated for its large oval fruit.
mangifera indica, mango, mango treeঅর্থ : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
							উদাহরণ : 
							ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
							
সমার্থক : ଗଂଧ ସଫେଦା, ଗନ୍ଧ ସଫେଦା
অন্য ভাষালৈ অনুবাদ :
অর্থ : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
							উদাহরণ : 
							ବୈଦ୍ୟ ବଜାରରୁ ସଫେଦା ମଗାଇଲେ
							
সমার্থক : ଦସ୍ତାଗୁଣ୍ଡ
অন্য ভাষালৈ অনুবাদ :
অর্থ : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
							উদাহরণ : 
							ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
							
সমার্থক : ପୁଣ୍ଡରୀକ, ସଫେଦା ଆମ୍ବ
অন্য ভাষালৈ অনুবাদ :
Large oval tropical fruit having smooth skin, juicy aromatic pulp, and a large hairy seed.
mango