অর্থ : କୌଣସି ବିଭାଗ, ସଂଗଠନ ଆଦିର ଅଧିକାରୀ ଯାହାଙ୍କ ପରାମର୍ଶରେ ସବୁ କାର୍ଯ୍ୟ ହୁଏ
							উদাহরণ : 
							ତାଙ୍କ ବାପା ମନ୍ତ୍ରଣାଳୟରେ ସଚିବ ଅଛନ୍ତି
							
অন্য ভাষালৈ অনুবাদ :
A person who is head of an administrative department of government.
secretaryঅর্থ : ଯେଉଁ ସହାୟକ ମାଲିକ କିମ୍ବା କୌଣସି ସଂସ୍ଥାପାଇଁ ପତ୍ରବ୍ୟବହାର ଓ ଲେଖାଲେଖି କାମ କରେ
							উদাহরণ : 
							ମୋହନକୁ ଏହି ସରକାରୀ ସମିତିର ସଚିବ କରାଯାଇଛି
							
সমার্থক : ସେକ୍ରେଟେରୀ
অন্য ভাষালৈ অনুবাদ :
An assistant who handles correspondence and clerical work for a boss or an organization.
secretarial assistant, secretary