অর্থ : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
							উদাহরণ : 
							ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
							
অন্য ভাষালৈ অনুবাদ :
The highest leaders in an organization (e.g. the commander-in-chief and senior officers of the military).
high command, supreme headquartersঅর্থ : ଯେ ବହୁତ ବଡ଼ ବା ଭଲ
							উদাহরণ : 
							ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
							
সমার্থক : ବଡ଼, ମହାନ୍, ମୂର୍ଦ୍ଧନ୍ୟ
অন্য ভাষালৈ অনুবাদ :
Of major significance or importance.
A great work of art.অর্থ : ଯେ ବହୁତ ଭଲ
							উদাহরণ : 
							ରାମଚରିତ ମାନସ ଗୋସ୍ୱାମୀ ତୁଳସୀଦାସଙ୍କର ଏକ ଶ୍ରେଷ୍ଠ କୃତି
							
সমার্থক : ଉତ୍କୃଷ୍ଟ, ଉତ୍ତମ, ପ୍ରକୃଷ୍ଟ, ସବୁଠୁ ଭଲ
অন্য ভাষালৈ অনুবাদ :
जो बहुत अच्छा हो।
राम चरित मानस गोस्वामी तुलसीदास की एक उत्तम कृति है।অর্থ : ଜ୍ଞାନଆଦି ଦୃଷ୍ଟିରୁ ଯେ ବହୁତ ବଡ଼
							উদাহরণ : 
							ଏହି ସମ୍ମିଳନୀରେ କେତେଜଣ ଶ୍ରେଷ୍ଠବିଦ୍ୱାନ ଭାଗ ନେଉଛନ୍ତି  ସେ ସଂସ୍କୃତରେ ମହାପଣ୍ଡିତ
							
অন্য ভাষালৈ অনুবাদ :