অর্থ : ଶେଷ କରିବା ବା ରହିବାକୁ ନ ଦେବା
							উদাহরণ : 
							ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା  ସେ ଚୁକ୍ତି ଭଙ୍ଗ କଲା
							
সমার্থক : ତୁଟାଇବା, ଭଙ୍ଗ କରିବା, ସମାପ୍ତ କରିବା
অন্য ভাষালৈ অনুবাদ :
खत्म करना या न रहने देना।
उसने राम से अपने रिश्ते तोड़ लिए।অর্থ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
							উদাহরণ : 
							ପ୍ରଥମେ ଏହି କାମ ଶେଷ କର
							
সমার্থক : ପୂରା କରିବା, ପୂର୍ଣ୍ଣକରିବା, ସମାପ୍ତ କରିବା
অন্য ভাষালৈ অনুবাদ :
किसी काम या वस्तु आदि का अंत करना।
पहले यह काम खत्म करो।অর্থ : କୌଣସି କାମରେ ବାକି ନ ରହିବା
							উদাহরণ : 
							ଆପଣ କଣ ଖାଇବା ସାରିଲେଣି?
							
সমার্থক : ସମାପ୍ତ କରିବା, ସାରିବା
অন্য ভাষালৈ অনুবাদ :