অর্থ : ଝାଉଁଳିବା ପ୍ରକ୍ରିୟା
							উদাহরণ : 
							ଗଛକୁ ଝାଉଁଳାରୁ ରକ୍ଷାକରିବାପାଇଁ ନିୟମିତ ପାଣି ସିଞ୍ଚନ କରିବା ଦରକାର
							
সমার্থক : ଝାଉଁଳା
অন্য ভাষালৈ অনুবাদ :
অর্থ : ଶୁଖିଲା ହେବାର ଅବସ୍ଥା ବା ଭାବ
							উদাহরণ : 
							ଶୀତ ସମୟରେ ଚମଡ଼ାର ଶୁଷ୍କତା ଦୂର କରିବାପାଇଁ ତେଲ ବା କ୍ରିମର ବ୍ୟବହାର କରନ୍ତୁ  ଏଠିକାର ପବନରେ ଶୁଷ୍କତା ଅଧିକ
							
সমার্থক : ଅନାର୍ଦ୍ରତା, ଶୁଖିଲାପଣ
অন্য ভাষালৈ অনুবাদ :
The condition of not containing or being covered by a liquid (especially water).
dryness, waterlessness, xerotes