অর্থ : ମଣିଷ ଭଳି କଥାବାର୍ତ୍ତା କରିପାରୁଥିବା କଳା ରଙ୍ଗର ଏକ ଏସୀୟ ପକ୍ଷୀ
							উদাহরণ : 
							ଶାରୀକୁ ଲୋକମାନେ ନିଜ ଘରେ ପାଳନ୍ତି
							
সমার্থক : ମଇନା
অন্য ভাষালৈ অনুবাদ :
অর্থ : ଛୋଟିଆ ଗାୟକ ପକ୍ଷୀ
							উদাহরণ : 
							ଶାରୀ ଛୋଟଛୋଟ ଉଡ଼ନ୍ତା ପୋକଯୋକ ଖାଉଛି
							
অন্য ভাষালৈ অনুবাদ :
Any of a large group of small songbirds that feed on insects taken on the wing.
flycatcher, old world flycatcher, true flycatcherঅর্থ : ଗାୟନ କରୁଥିବା ଏକ ପ୍ରକାର ପକ୍ଷୀ
							উদাহরণ : 
							ସକାଳୁ ଶାରୀର ସୁମଧୁର କଣ୍ଠ ଶୁଣି ମୋ ନିଦ ଭାଙ୍ଗି ଗଲା
							
অন্য ভাষালৈ অনুবাদ :