অর্থ : ଗାଇବା ସମୟରେ ସ୍ୱରର ଉତ୍ଥାନ-ପତନ ବା ଢଙ୍ଗ
							উদাহরণ : 
							ତାଙ୍କ ମୂର୍ଚ୍ଛନା ଆହ୍ୱାନପୂର୍ଣ୍ଣ ଥିଲା
							
সমার্থক : ମୂର୍ଚ୍ଛନା
অন্য ভাষালৈ অনুবাদ :
Distinctive manner of oral expression.
He couldn't suppress his contemptuous accent.অর্থ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
							উদাহরণ : 
							କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
							
অন্য ভাষালৈ অনুবাদ :
অর্থ : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ
							উদাহরণ : 
							ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା
							
সমার্থক : ତରଙ୍ଗ
অন্য ভাষালৈ অনুবাদ :
Something that rises rapidly.
A wave of emotion swept over him.