অর্থ : ବିଭିନ୍ନ ସଂଖ୍ୟାର ଟିକେଟ ବିକ୍ରୀକରି ସରକାର,ଧାର୍ମିକ ସଂଗଠନ ଆଦିପାଇଁ ଟଙ୍କା ଏକତ୍ରିତ କରିବାର ଏକ କୌଶଳ ଯେଉଁଥିରେ ବଛାଯାଇଥିବା କୌଣସି ସଂଖ୍ୟାର ଧାରକ ପୁରସ୍କାରରାଶି ଜିତେ
							উদাহরণ : 
							ମୁଁ ଏକ ସାପ୍ତାହିକ ରାଜ୍ୟ ଲଟେରୀ ଟିକେଟ କିଣିଛି
							
অন্য ভাষালৈ অনুবাদ :
অর্থ : ସଂଯୋଗବଶତଃ ଘଟିଥିବା କିଛି ଘଟଣା
							উদাহরণ : 
							ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବିପକ୍ଷ ଦଳପାଇଁ ଲଟେରୀସମାନ ଥିଲା
							
অন্য ভাষালৈ অনুবাদ :