অর্থ : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
							উদাহরণ : 
							ଶୀଲା ମୋହନ ଘରେ  ରହିଗଲାଣି
							
অন্য ভাষালৈ অনুবাদ :
অর্থ : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
							উদাহরণ : 
							ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
							
অন্য ভাষালৈ অনুবাদ :
অর্থ : ଖରାପ ନ ହେବା
							উদাহরণ : 
							ଫ୍ରିଜରେ  ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
							
সমার্থক : ରହିବା
অন্য ভাষালৈ অনুবাদ :
অর্থ : ସମ୍ପୂର୍ଣ୍ଣ ଆଦାୟ ନହେବା
							উদাহরণ : 
							ହଜାରରୁ ଶହେ ଟଙ୍କା ରହିଗଲା
							
অন্য ভাষালৈ অনুবাদ :
অর্থ : ଆଗକୁ ଯାଇନହେବା କି ପଛକୁ ଫେରି ନହେବା
							উদাহরণ : 
							ମାର୍ଗ ଅବରୋଧ ହୋଇଥିବା କାରଣରୁ ଆମେ ଘଣ୍ଟେ କାଳ ସେଠାରେ ରୋକିଗଲୁ
							
অন্য ভাষালৈ অনুবাদ :
অর্থ : କୌଣସି କାରଣରୁ କିଛି କାମ ନହେଇପାରିବା
							উদাহরণ : 
							ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
							
সমার্থক : ଛାଡ଼ିଦେବା
অন্য ভাষালৈ অনুবাদ :