অর্থ : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
							উদাহরণ : 
							ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
							
অন্য ভাষালৈ অনুবাদ :
অর্থ : ବହୁତ ଅଧିକ ସମୟ
							উদাহরণ : 
							ଅପେକ୍ଷାରେ ତାଙ୍କର ଦିନ ସରିଗଲା
							
অন্য ভাষালৈ অনুবাদ :
অর্থ : ଇତିହାସର କୌଣସି ଏଭଳି ବଡ଼ କାଳ ଯେଉଁଥିରେ ଗୋଟିଏ ପ୍ରକାରର କାମ, ଘଟଣାଆଦିର ପ୍ରମୁଖତା ଅଛି
							উদাহরণ : 
							ଭକ୍ତି ଯୁଗକୁ ହିନ୍ଦୀ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଭାବରେ ଗ୍ରହଣ କରାଯାଏ
							
সমার্থক : କାଳ
অন্য ভাষালৈ অনুবাদ :
অর্থ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
							উদাহরণ : 
							ସମୟ କାହାରିକୁ ଅପେକ୍ଷା କରେ ନାହିଁ  ଆପଣ କେଉଁ ଯୁଗର କଥା କହୁଛନ୍ତି  ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ  ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
							
সমার্থক : ଅବସର, କାଳ, ଦିନ, ବେଳା, ସମୟ
অন্য ভাষালৈ অনুবাদ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.