অর্থ : ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ
							উদাহরণ : 
							ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା
							
সমার্থক : ମନୋମାଳିନ୍ୟ
অন্য ভাষালৈ অনুবাদ :
অর্থ : କୌଣସି କଥାରେ ହୋଇଥିବା କଳହ
							উদাহরণ : 
							ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
							
সমার্থক : କଥା କଟାକଟି, ଖିଟିମିଟି, ଝଗଡ଼ା
অন্য ভাষালৈ অনুবাদ :
অর্থ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
							উদাহরণ : 
							ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
							
সমার্থক : ଉଚ୍ଚବାଚ, କଳି, ଝଗଡ଼ା, ତର୍କବିତର୍କ, ପାଟିତୁଣ୍ଡ, ହଟ୍ଟଗୋଳ
অন্য ভাষালৈ অনুবাদ :
Witty language used to convey insults or scorn.
He used sarcasm to upset his opponent.অর্থ : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା
							উদাহরণ : 
							ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ  ଯୁକ୍ତିତର୍କ କରୁଛନ୍ତି
							
সমার্থক : ତର୍କବିତର୍କ, ବାଦବିବାଦ, ବିତଣ୍ଡା
অন্য ভাষালৈ অনুবাদ :
एक साथ बैठकर किसी मुद्दे आदि पर तर्क वितर्क करना या उस मुद्दे पर सहमत न होना।
राम और श्याम अनावश्यक मसले पर वाद विवाद कर रहे हैं।