অর্থ : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ
							
সমার্থক : ଚକଟାଇବା, ଦଳାଇବା, ମର୍ଦ୍ଦନକରାଇବା
অন্য ভাষালৈ অনুবাদ :
অর্থ : ଖେତଆଦିରେ ପାଣି ଢଳାଇବା
							উদাহরণ : 
							ଖେତରେ କାଲି ନିଶ୍ଚିତ ପାଣି ମଡ଼ାଇବାକୁ ହେବ
							
সমার্থক : ସିଞ୍ଚନକରାଇବା, ସେଚନକରାଇବା
অন্য ভাষালৈ অনুবাদ :