অর্থ : କାଠର ବଡ଼ ହାତୁଡ଼ି
							উদাহরণ : 
							କୁମ୍ଭାର ବଡ଼ କାଠହାତୁଡ଼ିରେ ମାଟି ଭାଙ୍ଗି ଗୁଣ୍ଡକରୁଛି
							
সমার্থক : ବଡ଼ କାଠହାତୁଡ଼ି
অন্য ভাষালৈ অনুবাদ :
অর্থ : ଛୋଟ କାଠ ନିର୍ମିତ ହାତୁଡ଼ି
							উদাহরণ : 
							ରାଜମିସ୍ତ୍ରୀ ଚେପଟା ମୁଗୁର ବ୍ୟବହାର କରନ୍ତି
							
সমার্থক : ଛୋଟ କାଠହାତୁଡ଼ି
অন্য ভাষালৈ অনুবাদ :
অর্থ : କାଠର ଏକ ପ୍ରକାର ବଡ ହାତୁଡ଼ି
							উদাহরণ : 
							ଚାଷୀ ପଡ଼ିଆରେ ମୁଗୁର ସାହାଯ୍ୟରେ ଖୁଣ୍ଟ ପୋତୁଛି