অর্থ : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି
							উদাহরণ : 
							ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି  ମୁଁ ନିଜ କାମରୁ ମୁକ୍ତ ହୋଇଗଲି
							
অন্য ভাষালৈ অনুবাদ :
অর্থ : ଯାହା ବନ୍ଧା ହୋଇନାହିଁ
							উদাহরণ : 
							ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
							
সমার্থক : ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ
অন্য ভাষালৈ অনুবাদ :
Not restrained or tied down by bonds.
unboundঅর্থ : ଯେ ବଶକୁ ଆସେନାହିଁ
							উদাহরণ : 
							ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
							
অন্য ভাষালৈ অনুবাদ :
Impossible to repress or control.
An irrepressible chatterbox.অর্থ : (କବିତାର ସେହି ପ୍ରକାର) ଯାହାର ଶେଷ ପାଦର ଉପଧା ବା ଅନ୍ତାକ୍ଷର ମେଳ ହୁଏନାହିଁ
							উদাহরণ : 
							ଏହା ମୁକ୍ତ ପଦାବଳୀର ପୁସ୍ତକ
							
সমার্থক : ଅନ୍ତାକ୍ଷରହୀନ, ମେଳହୀନ
অন্য ভাষালৈ অনুবাদ :