অর্থ : ଏକ ତିନିକୋଣିଆ,ଛୋଟ ଶିରୋଭୁଷଣ ଯାହା ବିବାହ ସମୟରେ କନ୍ୟା ମୁଣ୍ଡରେ ବନ୍ଧାଯାଏ
							উদাহরণ : 
							ବିବାହ ମଣ୍ଡପରେ ବସିଥିବା କନ୍ୟାର  ମୁଣ୍ଡରେ ମୁକୁଟ ଶୋଭା ପାଉଥିଲା
							
সমার্থক : ଟୋପର
অন্য ভাষালৈ অনুবাদ :
অর্থ : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
							উদাহরণ : 
							ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
							
অন্য ভাষালৈ অনুবাদ :