অর্থ : ମିଳନର କ୍ରିୟା ବା ଭାବ
							উদাহরণ : 
							ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
							
অন্য ভাষালৈ অনুবাদ :
অর্থ : ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ
							উদাহরণ : 
							ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି
							
সমার্থক : ଏକୀକରଣ, ଟାଇ-ଅପ୍, ଟାଇଅପ୍, ମିଶ୍ରଣ, ସାଯୋଗସାଧନ
অন্য ভাষালৈ অনুবাদ :
A social or business relationship.
A valuable financial affiliation.