অর্থ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
							উদাহরণ : 
							ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
							
সমার্থক : ଉପାୟ, ପ୍ରଯତ୍ନ, ବାଟ, ବିଧି, ଯତ୍ନ, ରାସ୍ତା, ସାଧନ
অন্য ভাষালৈ অনুবাদ :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।অর্থ : ଯାହା ମାଧ୍ୟମରେ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ଭାବରେ କରାଯାଏ
							উদাহরণ : 
							ଭୋଜନ ମୁଖର ମାର୍ଗ ଦେଇ ପେଟରେ ପହଞ୍ଚେ
							
অন্য ভাষালৈ অনুবাদ :
A way especially designed for a particular use.
pathঅর্থ : ଯାହା ଉପରେ ବା ଯାହାର ଅନୁସରଣରେ ଜଣେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରେ
							উদাহরণ : 
							ଉଡ଼ାଜାହାଜର ବି ସ୍ୱତନ୍ତ୍ର ମାର୍ଗ ଅଛି
							
অন্য ভাষালৈ অনুবাদ :
Any artifact consisting of a road or path affording passage from one place to another.
He said he was looking for the way out.