অর্থ : ଅର୍ଥଶାସ୍ତ୍ର ଅନୁସାରେ ବଜାରର ଏହି ଅବସ୍ଥା ଯେଉଁଥିରେ ଲୋକଙ୍କ କିଣିବାର କ୍ଷମତା କମିବା କାରଣରୁ ବସ୍ତୁର ବିକ୍ରି କମିବାରେ ଲାଗେ
							উদাহরণ : 
							ମାନ୍ଦାବସ୍ଥାର ପ୍ରଭାବ  ଗ୍ରାହାକ ଏବଂ ବିକ୍ରେତା ଦୁହିଁଙ୍କ ଉପରେ ପଡିଥାଏ
							
অন্য ভাষালৈ অনুবাদ :
A long-term economic state characterized by unemployment and low prices and low levels of trade and investment.
depression, economic crisis, slumpঅর্থ : ଗୁଣ, ଯୋଗ୍ୟତା, ତୀବ୍ରତା ବା ସାମାନ୍ୟ ଅବସ୍ଥା ଆଦିରେ କମ ହେବାର କାରଣ
							উদাহরণ : 
							ୟୁରୋପୀୟ ବଜାରରେ ମାନ୍ଦା ଅବସ୍ଥା ନେଇ ଭାରତୀୟ ବଜାରରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି
							
অন্য ভাষালৈ অনুবাদ :
गुण, योग्यता, तीव्रता या सामान्य अवस्था आदि में कम होने की अवस्था।
यूरोपी बाजारों से मिल रहे कमजोरी के समाचारों के कारण भारतीय बाजार में भी मंदी छा गई है।