অর্থ : ଧର୍ମ, ସମାଜ, ଆଇନ ଆଦିର ଆଧାରରେ ଯେଉଁ ସ୍ତ୍ରୀଲୋକକୁ ମାର ମର୍ଯ୍ୟାଦା ମିଳିଛି
							উদাহরণ : 
							ମାଆ ମୋତେ ନିଜମାଆ ଠାରୁ ମଧ୍ୟ ଅଧିକ ସ୍ନେହ କରେ
							
অন্য ভাষালৈ অনুবাদ :
অর্থ : କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ
							উদাহরণ : 
							ଏହା ମାଆ ପାର୍ବତୀଙ୍କ ମନ୍ଦିର
							
অন্য ভাষালৈ অনুবাদ :
A term of address for a mother superior.
motherঅর্থ : ଜନ୍ମ ଦେଉଥିବା ସ୍ତ୍ରୀ
							উদাহরণ : 
							ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମା’ କେବେ କୁମାତା ହୋଇପାରିବ ନାହିଁ  ମୋର ମା’ ଜଣେ ସାଧ୍ୱୀ ମହିଳା  ଶ୍ୟାମା ଶୀଲାର ସଉତୁଣୀ ମା’
							
সমার্থক : ଜନନୀ, ଜନ୍ମଦାତ୍ରୀ, ବୋଉ, ମାତା, ମା’
অন্য ভাষালৈ অনুবাদ :
A woman who has given birth to a child (also used as a term of address to your mother).
The mother of three children.