অর্থ : ଶରୀରର ରକ୍ତ ଶୋଷୁଥିବା ଏକ ଛୋଟ ପରଜୀବି କୀଟ
							উদাহরণ : 
							ମଶା ମାନଙ୍କଠାରୁ ରକ୍ଷା ପାଇବା ନିମନ୍ତେ ସେମାନଙ୍କ ବାସସ୍ଥାନରେ କୀଟନାଶକ ଦ୍ରବ୍ୟ ଛିଞ୍ଚା ଗଲା
							
অন্য ভাষালৈ অনুবাদ :
Any wingless bloodsucking parasitic insect noted for ability to leap.
fleaঅর্থ : ଗୋଟିଏ ମାଈ ଛୋଟ ଉଡ଼ନ୍ତା ପୋକ ଯେ କାମୁଡ଼େ ଏବଂ ରକ୍ତ ଶୋଷେ
							উদাহরণ : 
							ମଶା କାମୁଡ଼ିବାଯୋଗୁଁ ମୋହନକୁ ମେଲେରିଆ ହୋଇଗଲା
							
সমার্থক : ଦଂଶକ ପତଙ୍ଗବିଶେଷ
অন্য ভাষালৈ অনুবাদ :
Two-winged insect whose female has a long proboscis to pierce the skin and suck the blood of humans and animals.
mosquito