অর্থ : କେହି ଦୁଇଟି ପରିସ୍ଥିତିରେ, କଥାରେ, ଘଟଣାରେ, ସମ୍ବନ୍ଧ ଆଦିର ମଧ୍ୟରେ ବା ମଝିରେ
							উদাহরণ : 
							ସେ ଦୁଇ ଆଶଙ୍କାର ମଝିରେ ଫସିଯାଇଛି
							
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ
							উদাহরণ : 
							ଅଗଣାର ମଝିରେ ମନ୍ଦିର  ବରକୋଳିର ମଝିରେ ମଞ୍ଜି
							
অন্য ভাষালৈ অনুবাদ :