অর্থ : ପାଣି ବା କିଛି ତରଳ ପଦାର୍ଥରେ ଓଦାହେବାପାଇଁ କୌଣସି ବସ୍ତୁକୁ ସେଥିରେ ବୁଡ଼ାଇବା
							উদাহরণ : 
							ସକାଳେ ଖାଇବାପାଇଁ ମାଆ ପ୍ରତିଦିନ ରାତିରେ ଚଣା ଭିଜାନ୍ତି
							
সমার্থক : ଆର୍ଦ୍ର କରିବା, ପାଣିରେ ବୁଡ଼ାଇ ରଖିବା, ଭିଜେଇବା
অন্য ভাষালৈ অনুবাদ :
অর্থ : ପାଣି କିମ୍ବା କୌଣସି ତରଳ ପଦାର୍ଥର ସଂଯୋଗରେ ନରମ କରିବା
							উদাহরণ : 
							କୁମ୍ଭାର ମାଠିଆ ତିଆରି କରିବାପାଇଁ ମାଟି ଭିଜାଉଛି
							
সমার্থক : ଓଦା କରିବା
অন্য ভাষালৈ অনুবাদ :