অর্থ : ଏକ ପୌରାଣିକ ନଦୀ
							উদাহরণ : 
							ବ୍ରାହ୍ମଣୀଙ୍କ ବର୍ଣ୍ଣନା ମହାଭାରତରେ ମିଳେ
							
অন্য ভাষালৈ অনুবাদ :
অর্থ : ବ୍ରାହ୍ମଣ ଜାତିର ସ୍ତ୍ରୀ
							উদাহরণ : 
							ସୀତା ଜଣେ ବ୍ରାହ୍ମଣୀ
							
সমার্থক : ବାହ୍ମୁଣିଆଣୀ, ବାହ୍ମୁଣୀ
অন্য ভাষালৈ অনুবাদ :
অর্থ : ଏକ ଭାରତୀୟ ନଦୀ
							উদাহরণ : 
							ବ୍ରାହ୍ମଣୀ ନଦୀ ଓଡ଼ିଶା, ବିହାର ଆଦି ରାଜ୍ୟରେ ପ୍ରବାହିତ ହେଉଛି
							
সমার্থক : ବ୍ରାହ୍ମଣୀ ନଦୀ
অন্য ভাষালৈ অনুবাদ :
एक भारतीय नदी।
ब्राह्मणी उड़ीसा, बिहार आदि में बहती है।অর্থ : ବ୍ରାହ୍ମଣର ସ୍ତ୍ରୀ
							উদাহরণ : 
							ବ୍ରାହ୍ମଣ ସହିତ  ବ୍ରାହ୍ମଣୀ ମନ୍ଦିରରେ ପୂଜା କରୁଛି
							
সমার্থক : ବାହ୍ମୁଣିଆଣୀ, ବାହ୍ମୁଣୀ
অন্য ভাষালৈ অনুবাদ :
অর্থ : ଏକ ପ୍ରକାର ଚିଲ
							উদাহরণ : 
							ବ୍ରାହ୍ମଣୀ ଚିଲ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳେ
							
সমার্থক : ବ୍ରାହ୍ମଣୀ ଚିଲ
অন্য ভাষালৈ অনুবাদ :
एक प्रकार की चील।
ब्राह्मणी चील भारतीय जंगलों में पाई जाती है।