অর্থ : କୌଣସି ନାମରେ ଜଣାଯିବା
							উদাহরণ : 
							ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
							
সমার্থক : କହିବା
অন্য ভাষালৈ অনুবাদ :
অর্থ : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
							উদাহরণ : 
							ସୀମା ‘ଡ’ କୁ ‘ର’ କହେ
							
সমার্থক : ଉଚ୍ଚାରଣ କରିବା, ଉଚ୍ଚାରିବା, କହିବା
অন্য ভাষালৈ অনুবাদ :
অর্থ : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
							উদাহরণ : 
							ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
							
সমার্থক : କହିବା, ବିବରଣୀଦେବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
অন্য ভাষালৈ অনুবাদ :