অর্থ : ଜନ୍ମ ଦେଉଥିବା ସ୍ତ୍ରୀ
							উদাহরণ : 
							ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମା’ କେବେ କୁମାତା ହୋଇପାରିବ ନାହିଁ  ମୋର ମା’ ଜଣେ ସାଧ୍ୱୀ ମହିଳା  ଶ୍ୟାମା ଶୀଲାର ସଉତୁଣୀ ମା’
							
সমার্থক : ଜନନୀ, ଜନ୍ମଦାତ୍ରୀ, ମାଆ, ମାତା, ମା’
অন্য ভাষালৈ অনুবাদ :
A woman who has given birth to a child (also used as a term of address to your mother).
The mother of three children.