অর্থ : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
							উদাহরণ : 
							ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
							
সমার্থক : ସମୟ
অন্য ভাষালৈ অনুবাদ :
A period of time considered as a resource under your control and sufficient to accomplish something.
Take time to smell the roses.অর্থ : ଏକ ଅନିଶ୍ଚିତ କାଳ
							উদাহরণ : 
							ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
							
অন্য ভাষালৈ অনুবাদ :
An indefinite period (usually marked by specific attributes or activities).
The time of year for planting.অর্থ : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
							উদাহরণ : 
							ହୋଲି ବେଳ ଆସୁଛି
							
অন্য ভাষালৈ অনুবাদ :
A period of the year marked by special events or activities in some field.
He celebrated his 10th season with the ballet company.