অর্থ : ଉପକରଣଆଦିରେ ଲାଗିଥିବା କାଠର ମୁଠା
							উদাহরণ : 
							କମାର ଖୁରପିରେ ବେଣ୍ଟ ଲଗାଉଥିଲା
							
সমার্থক : ବେଂଟ
অন্য ভাষালৈ অনুবাদ :
অর্থ : ଜଙ୍ଗଲୀ ପଶୁ ଶିକାର କରିବାପାଇଁ ପାଟିତୁଣ୍ଡକରି ଘଉଡ଼ାଇବା କ୍ରିୟା ଯାହାଦ୍ୱାରା ଶିକାର ସହଜରେ କରିହୁଏ
							উদাহরণ : 
							ବେଣ୍ଟ ପରେ ଆଦମଖୋର ବାଘ ମରିଗଲା
							
অন্য ভাষালৈ অনুবাদ :
A hunt in which beaters force the game to flee in the direction of the hunter.
battueঅর্থ : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
							উদাহরণ : 
							ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
							
সমার্থক : କଡ଼ା
অন্য ভাষালৈ অনুবাদ :