অর্থ : ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
							উদাহরণ : 
							ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
							
সমার্থক : ଆଖ୍ୟାନ, ଚିତ୍ରଣ, ବଖାଣ, ବର୍ଣ୍ଣନ, ବୟାନ
অন্য ভাষালৈ অনুবাদ :
A graphic or vivid verbal description.
Too often the narrative was interrupted by long word pictures.অর্থ : କୌଣସି କଥା ବା କାମରେ ସମ୍ବନ୍ଧଥିବା ମୁଖ୍ୟ କଥାଗୁଡ଼ିକର ଉଲ୍ଲେଖ ବା ବର୍ଣ୍ଣନ
							উদাহরণ : 
							ସେ ନିଜ କାମର ବିବରଣ ଶୁଣାଇଲା
							
সমার্থক : ବିବରଣ
অন্য ভাষালৈ অনুবাদ :