অর্থ : ପଡ଼ିବା ବେଳେ ଜଳଆଦି ତରଳ ପଦାର୍ଥର ସେଭଳି କିଛି ଅଂଶ ଯାହା ପ୍ରାୟ ଛୋଟ ଗୋଲି ଭଳି ହୋଇଯାଏ
							উদাহরণ : 
							ବୁନ୍ଦାବୁନ୍ଦା ପାଣିରେ ଘଟ ଭରିଯାଏ
							
সমার্থক : କଣିକା, ବୁନ୍ଦାବୁନ୍ଦା
অন্য ভাষালৈ অনুবাদ :
অর্থ : କାନ ବା ନୋଥରେ ପିନ୍ଧିବାର ଏକ ସୁରେଇଭଳି ମଣି
							উদাহরণ : 
							ଶ୍ୟାମା କାନରେ ମୋତି ବୁନ୍ଦା ଶୋଭାପାଉଛି
							
অন্য ভাষালৈ অনুবাদ :