অর্থ : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
							উদাহরণ : 
							ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
							
সমার্থক : ଅସ୍ମିତା, ମମତା, ମାୟା, ମୋହ
অন্য ভাষালৈ অনুবাদ :
A feeling of great liking for something wonderful and unusual.
captivation, enchantment, enthrallment, fascination