অর্থ : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
							উদাহরণ : 
							ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
							
সমার্থক : ବହିଷ୍କୃତ
অর্থ : ଯେଉଁମାନେ ବାଦ୍ ପଡ଼ିଥାନ୍ତି
							উদাহরণ : 
							ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
							
সমার্থক : ବହିଷ୍କୃତ
অন্য ভাষালৈ অনুবাদ :
অর্থ : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
							উদাহরণ : 
							ବହିଷ୍କୃତ ଖେଳାଳି ନିରାଶ ଥିଲା
							
সমার্থক : ଦୂରୀକୃତ, ବହିଷ୍କୃତ, ବାହାରକରାଯାଇଥିବା
অন্য ভাষালৈ অনুবাদ :