অর্থ : କୋଠାର ଆଗରେ ଏବଂ ଭିତରେ ବାହାରିଥିବା ସ୍ଥାନ ଯାହାକୁ ପାରିକରି ଅନ୍ୟ କୋଠରୀଆଦିରେ ପ୍ରବେଶ କରଯାଏ
							উদাহরণ : 
							ଶ୍ୟାମ ବାରଣ୍ଡାରେ ବସି ଚା’ ପିଉଛି
							
সমার্থক : ବାରଂଡା
অন্য ভাষালৈ অনুবাদ :
অর্থ : କୋଠାର କାନ୍ଥରୁ ବାହାରକୁଥିବା ଅଂଶ
							উদাহরণ : 
							ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା
							
অন্য ভাষালৈ অনুবাদ :
Projection that extends beyond or hangs over something else.
overhang