অর্থ : ଅଧିକ ଅଂଶ ସହିତ ସମ୍ବନ୍ଧିତ ବା ଅଧିକ ଅଂଶର ବା ଯାହା ଅଧିକ ମାତ୍ରାରେ ଅଛି
							উদাহরণ : 
							ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ ବେଷ୍ଠିତ
							
অন্য ভাষালৈ অনুবাদ :
Greater in number or size or amount.
A major portion (a majority) of the population.অর্থ : ଖୁବ୍ ବେଶୀ
							উদাহরণ : 
							ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି  ସେ ତୁମକୁ ଖୁବ୍ ଭଲ ପାଉଛି
							
সমার্থক : ଅଗଣତି, ଅତ୍ୟଧିକ, ଅସୀମ, ଖୁବ୍, ପ୍ରଚୁର, ବହୁତ ଅଧିକ, ବିପୁଳ
অন্য ভাষালৈ অনুবাদ :
बहुत अधिक।
सेठ मुरालीलाल के पास अत्यधिक धन है।অর্থ : ଅଧିକ ମାତ୍ରାରେ
							উদাহরণ : 
							ସେ ଆଜି ଖୁବ ହସିଲା
							
অন্য ভাষালৈ অনুবাদ :
To a very great degree or extent.
I feel a lot better.