অর্থ : ବସାଇବାର କ୍ରିୟା
							উদাহরণ : 
							ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
							
অন্য ভাষালৈ অনুবাদ :
অর্থ : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
							
সমার্থক : ଉପବେଶନ କରାଇବା, ଚଢ଼ାଇବା
অন্য ভাষালৈ অনুবাদ :
অর্থ : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା
							উদাহরণ : 
							ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ
							
সমার্থক : ସ୍ଥାନଦେବା, ସ୍ଥାପନ କରିବା
অন্য ভাষালৈ অনুবাদ :
অর্থ : ଭଲ ଭାବରେ ସ୍ଥିର କରିବା
							উদাহরণ : 
							ରାଜମିସ୍ତ୍ରୀ ଚଟାଣରେ ଟାଇଲ ବସାଉଛି
							
অন্য ভাষালৈ অনুবাদ :
অর্থ : କୌଣସି ପଦରେ ନିଯୁକ୍ତ କରିବା
							উদাহরণ : 
							ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ତକ୍ଷଶିଳାଋ ସିଂହାସନରେ ବସାଇଲେ
							
সমার্থক : ଆସୀନ କରିବା
অন্য ভাষালৈ অনুবাদ :
অর্থ : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
							উদাহরণ : 
							ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
							
সমার্থক : ଚଢାଇବା, ସବାର କରେଇବା
অন্য ভাষালৈ অনুবাদ :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।