অর্থ : ଟଙ୍କାପଇସାଆଦି ବଦଳାଇବା
							উদাহরণ : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
সমার্থক : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
অন্য ভাষালৈ অনুবাদ :
অর্থ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
							উদাহরণ : 
							ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
							
সমার্থক : ଆଣିବା, କରିବା, ପରିବର୍ତ୍ତନ କରିବା
অন্য ভাষালৈ অনুবাদ :
অর্থ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
							উদাহরণ : 
							ରମା ନିଜର ଫ୍ରିଜ୍ ବଦଳାଇ ଦେଲା
							
সমার্থক : ବଦଳେଇବା
অন্য ভাষালৈ অনুবাদ :