অর্থ : ଶୂନ୍ୟକୁ ଫୋଫାଡିବା
							উদাহরণ : 
							ମୋହନ ଶ୍ୟାମଆଡ଼କୁ ବଲ୍ ପକେଇଲା
							
সমার্থক : ପାଶୁପତପକେଇବା
অন্য ভাষালৈ অনুবাদ :
অর্থ : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
							উদাহরণ : 
							ଅଳିଆ ଗଦାରେ ଅଳିଆ ପକାଯାଏ
							
সমার্থক : ପକେଇବା
অন্য ভাষালৈ অনুবাদ :
অর্থ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
							উদাহরণ : 
							ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
							
সমার্থক : ନିକ୍ଷେପ କରିବା, ଫିଙ୍ଗିବା
অন্য ভাষালৈ অনুবাদ :