অর্থ : ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା
							উদাহরণ : 
							ପାଣି ଓ କ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
							
সমার্থক : ଗଳନ
অন্য ভাষালৈ অনুবাদ :
ताप देकर तरल पदार्थ को उबालने का काम या ताप पर द्रव के उबलने की क्रिया।
पानी और दूध का क्वथन एक अगल निश्चित ताप पर होता है।অর্থ : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
							উদাহরণ : 
							ଏହି ଢୋଲ ଫାଟିଗଲା
							
সমার্থক : ଫାଟିବା
অন্য ভাষালৈ অনুবাদ :
অর্থ : କଢ଼ର ଫୁଲ ରୂପକୁ ବଦଳିବା
							উদাহরণ : 
							ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
							
সমার্থক : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ବିକଶିତ ହେବା
অন্য ভাষালৈ অনুবাদ :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।অর্থ : ଭେଦକରି ବାହାରିବା
							উদাহরণ : 
							ଏଠାରେ ପ୍ରାୟ ଜ୍ୱାଳାମୁଖୀର ଉଦ୍ଗୀରଣ ହୁଏ
							
সমার্থক : ଉଦ୍ଗୀରଣ ହେବା
অন্য ভাষালৈ অনুবাদ :