অর্থ : ମୁଁହ ଖୋଲି ପବନ ବାହାର କରିବା
							উদাহরণ : 
							ଜଳାପୋଡା କମେଇବାପାଇଁ ସେ ନିଜ ଘାଆକୁ ଫୁଙ୍କୁ ଥିଲା  ନିଆଁ ଜଳିବାପାଇଁ ସେ ବାରମ୍ବାର ଚୁଲି ଫୁଙ୍କୁଛି
							
সমার্থক : ଫୁଙ୍କମାରିବା
অন্য ভাষালৈ অনুবাদ :
मुँह बहुत थोड़ा खुला रखकर हवा बाहर निकालना।
जलन कम करने के लिए वह अपने घाव को फूँक रही है।অর্থ : ମୁଖଦ୍ୱାରା ଫୁଙ୍କିକରି ବଜାଯାଉଥିବା କୌଣସି ବାଦ୍ୟଯନ୍ତ୍ର
							উদাহরণ : 
							ପ୍ରବଚନ ଆରମ୍ଭ କରିବା ପୂର୍ବରୁ ପଣ୍ଡିତେ ଶଙ୍ଖ ଫୁଙ୍କିଲେ
							
অন্য ভাষালৈ অনুবাদ :
অর্থ : ଫୁଙ୍କିକରି ଜଳାଇବା ବା ପ୍ରଜ୍ୱଳିତ କରିବା
							উদাহরণ : 
							ସରିତା ଥଣ୍ଡା ଚୁଲିକୁ ଫୁଙ୍କୁଛି
							
অন্য ভাষালৈ অনুবাদ :
Start to burn or burst into flames.
Marsh gases ignited suddenly.অর্থ : ବିଡ଼ି ଓ ଗଞ୍ଜେଇଆଦି ଟାଣି ମୁଁହରୁ ଧୂଆଁ ବାହାରକରିବା
							উদাহরণ : 
							ଶ୍ୟାମ ନିଜ ବାପମାଆଙ୍କୁ ଲୁଚେଇ ଧୂମପାନ କରୁଛି  ସେ ଦିନଯାକ ଅନେକ ସିଗାରେଟ ଟାଣୁଛି
							
সমার্থক : ଧୂଆଁ ଟାଣିବା, ଧୂଆଁ ପିଇବା, ଧୂମପାନକରିବା
অন্য ভাষালৈ অনুবাদ :
तम्बाकू, गाँजे आदि का धुआँ मुँह से खींचकर बाहर निकालना।
श्याम अपने माँ-बाप से छिपकर धूम्रपान करता है।Inhale and exhale smoke from cigarettes, cigars, pipes.
We never smoked marijuana.