অর্থ : କିଛି ବସ୍ତୁକୁ ଫିଙ୍ଗିବା କ୍ରିୟା
							উদাহরণ : 
							ଏହି ବସ୍ତୁଗୁଡ଼ିକୁ ଫିଙ୍ଗିବା ଆବଶ୍ୟକ ହୋଇଗଲା ବନବାସୀମାନେ ଅସ୍ତ୍ର-ଆକ୍ଷେପଣରେ ନିପୁଣ
							
সমার্থক : ଆକ୍ଷେପଣ
অন্য ভাষালৈ অনুবাদ :
অর্থ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
							উদাহরণ : 
							ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
							
সমার্থক : ନିକ୍ଷେପ କରିବା, ଫୋପାଡ଼ିବା
অন্য ভাষালৈ অনুবাদ :