অর্থ : ବାଦୀ ତଥା ପ୍ରତିବାଦୀଙ୍କ କଥା ଏବଂ ତର୍କ ଶୁଣି ସେମାନଙ୍କ ଠିକ୍ ହେବା ବା ନହେବା ସମ୍ବନ୍ଧରେ ନ୍ୟାୟାଳୟ ଦ୍ୱାରା ମତ ସ୍ଥିର କରିବା ପ୍ରକ୍ରିୟା
							উদাহরণ : 
							ବହୁତ ଦିନରୁ ଚାଲିଥିବା ମକଦମାର ଫଇସଲା କାଲି ହେବ
							
অন্য ভাষালৈ অনুবাদ :
(law) the determination by a court of competent jurisdiction on matters submitted to it.
judgement, judgment, judicial decisionঅর্থ : କୌଣସି ବ୍ୟବହାର ବା ମୋକଦ୍ଦମାରେ ଦୋଷୀ ଓ ନିର୍ଦ୍ଦୋଷୀ ବା ଅଧିକାରୀ ଓ ଅନଧିକାରୀଆଦିର ବିଚାର ପୂର୍ବକ ନିର୍ଦ୍ଧାରଣ
							উদাহরণ : 
							ଆଧୁନିକ ଯୁଗରେ ନ୍ୟାୟ ମଧ୍ୟ ବିକ୍ରି ହୁଏ  ନ୍ୟାୟାଳୟର ନ୍ୟାୟ ଉପରେ ମଧ୍ୟ ବିଶ୍ୱାସ ନାହିଁ
							
অন্য ভাষালৈ অনুবাদ :